Home ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ

IPS ସ୍ତରରେ ବଡ଼ ଧରଣର ଅଦଳବଦଳ

0
644

ଭୁବନେଶ୍ୱର,୧୯/୮/୧୯;ଆଜି ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି ।

କଟକ-ଭୁବନେଶ୍ୱର ପୁଲିସ କମିଶନର ସତ୍ୟଜିତ ମହାନ୍ତି ହେଲେ ଜେଲ ବିଭାଗ ADG, ଆର.ପି କୋଚେ ହେଲେ ADG ଆଇନ ଶୃଙ୍ଖଳା, ଆଶିଷ କୁମାର ସିଂହ ହେଲେ କେନ୍ଦ୍ରାଞ୍ଚଳ DIG, ସତ୍ୟବ୍ରତ ଭୋଇ ହେଲେ ଦକ୍ଷିଣାଞ୍ଚଳ DIG, ହିମାଂଶୁ କୁମାର ଲାଲ ହେଲେ ଉତ୍ତରାଞ୍ଚଳ DIG

ସୁଧାଂଶୁ ଷଡ଼ଙ୍ଗୀ- ନୂଆ ପୋଲିସ କମିସନର
ସତ୍ୟଜିତ ମହାନ୍ତି- ଜେଲ ବିଭାଗ ଏଡ଼ିଜି
ସଞ୍ଜୀବ ପଣ୍ଡା- ପରିବହନ କମିସନର
ଆର. ପି.କୋଚେ- ଆଇନଶୃଙ୍ଖଳା ଏଡ଼ିଜି
ରାଜେଶ କୁମାର- ଏସସିଆରବି ନିର୍ଦ୍ଦେଶକ
ଆଶିଷ ସିଂହ- କେନ୍ଦ୍ରାଞ୍ଚଳ ଡିଆଇଜି
ମୁକେଶ କୁମାର ଭାମୁ- କୋରାପୁଟ ଏସପି
ପି.ଏସ.ରଣପିସେ-ଭିଜିଲାନ୍ସ ଆଇଜି
ସତ୍ୟବ୍ରତ ଭୋଇ- ଦକ୍ଷିଣାଞ୍ଚଳ ଡିଆଇଜି
ହିମାଂଶୁ ଲାଲ- ଉତ୍ତରାଞ୍ଚଳ ଡିଆଇଜି
ବିନୀତ ଅଗ୍ରୱାଲ- ନୂଆପଡ଼ା ଏସପି
କନୱର ବିଶାଳ ସିଂହ –ସମ୍ବଲପୁର ଏସପି
ଅମିତେନ୍ଦ୍ରନାଇ ସିହ୍ନା- କ୍ରାଇମବ୍ରାଞ୍ଚ ଡିଆଇଜି
ସୌମେନ୍ଦ୍ର ପ୍ରିୟଦର୍ଶୀ- ଆଇଜି ପର୍ସନେଲ
ଏନ.ବି.ଭାରତୀ-ଏଚଆରପିସି ଆଇଜି

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!