ଜିଲ୍ଲା ସ୍ତରୀୟ “ମୋ ଗେହ୍ଲା ଝିଅ” ଅନୁଷ୍ଠିତ

0
360

ବ୍ରହ୍ମପୁର, ୨୦/୮/୧୯;ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜିଲ୍ଲା ସ୍ତରୀୟ ମହୋସ୍ଛବ “ମୋ ଗେହ୍ଲା ଝିଅ” କାର୍ଯ୍ଯକ୍ରମ ଦିଗପହଣ୍ଡି, ବି. ତୁରୁବୁଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ, ଆସ୍କା ସାସଂଦ ପ୍ରମିଳା ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଶିଶୁ ସମନ୍ବୟ ଅଧିକାରୀ ଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here