ଭିଜିଲାନ୍ସ ଜାଲ ରେ ସହକାରୀ ବାଣିଜ୍ଯ କର ଅଧିକାରୀ

0
568

ଜୟପୁର, ୩୦/୮/୧୯; ଭିଜିଲାନ୍ସ ଜାଲ ରେ ସହକାରୀ ବାଣିଜ୍ଯ ଅଧିକାରୀ,ଜିଏସଟି ଅଧିୀକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ଅଧିୀକାରୀ ଙ୍କ ହାତ ରେ ଧରା ପଡ଼ିଛନ୍ତି ବାଣିଜ୍ଯ କର ଅଧିକାରୀ ଅଜୟ କୁମାର ମଲ୍ଲିକ। ମାଲକାନଗିରି ଭେଲାନାଥ ବସ୍ତାଳୟ ର ମାଲିକ ମନୋଜ କୁମାର ଦେବନାଥ ଙ୍କ ରେଜିଷ୍ଟେସନ ସାର୍ଟିଫିକେଟ କୁ ପୂନଃ ଚାଲୁ କରିବାକୁ ବାଣିଜ୍ଯ କର ଅଧିକାରୀ ଶ୍ରୀ ମଲ୍ଲିକ ୧୦ ହଜାର ଟଙ୍କା ଦାବୀ କରିଥିଲେ। ଦାବୀ ମୁତାବକ ଲାଞ୍ଚ ଟଙ୍କା ଆଜି ଗ୍ରହଣ କରବା ସମୟ ରେ ଭିଜିଲାନ୍ସ ବିଭାଗ ଙ୍କ ହାତ ରେ ଧରା ପଡିଛି।

LEAVE A REPLY

Please enter your comment!
Please enter your name here