ଓଡିଶା ଏଣ୍ଡୋକ୍ରାଇନ୍ ସୋସାଇଟି ର ଅଷ୍ଟମ ବାର୍ଷିକ ସମ୍ମିଳନୀ ରେ ଯୋଗ ଦେଲେ ମହାମହିମ ରାଜ୍ୟପାଳ

0
316

ବ୍ରହ୍ମପୁର,୧୪/୧୨(ହିମାଶୁଂ ଶେଖର ସାବତ) ଓଡ଼ିଶା ଏଣ୍ଡୋକ୍ରାଇନ ସୋସାଇଟିର ଅଷ୍ଟମ ବାର୍ଷିକ ସମ୍ମିଳନୀରେ ଯୋଗଦାନ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଗତ କାଲି ଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତା ୧୫ ପଯ୍ୟନ୍ତ ପର୍ଯ୍ୟନ୍ତ ଚାଲିବ। ଏମକେସିଜି ମେଡିକାଲ କଲେଜର ଏକାଡ଼େମିକ ହଲରେ ଆୟୋଜିତ ତିନିଦିନିଆ ସମ୍ମିଳନୀର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ରୂପେ ରାଜ୍ୟପାଳ ଯୋଗଦାନ କରି ସେବା କ୍ଷେତ୍ରରେ ଡାକ୍ତମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ରାଧାମାଧବ ତ୍ରିପାଠୀ, ସୋସାଇଟିର ସଭାପତି ପ୍ରଫେସର ଡ.ଏ.କେ.ବଳିଆରସିହ୍ନା, ଉପସଭାପତି ଡ.ପୀତାମ୍ବର ପୃଷ୍ଟି, ସମ୍ପାଦକ ଡ.ସମ୍ବିତ ଦାସ, କମିଟି ଅଧ୍ୟକ୍ଷ ଡ.ଏସ.ଆର ପଟ୍ଟନାୟକ, ଡ.ସୁନିଲ କୋଟା, ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here