ଶୋକ ସଭା ଅନୁଷ୍ଠିତ

0
169

ଶେରଗଡ ତା୨୪୵୨୵୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି )ଜମିଦାରୀ ଓ ମୁସ୍ତାଦାରୀ ପ୍ରଥା ବିରୋଧୀ ତଥା କମ୍ଯୁନିଷ୍ଟ ଆନ୍ଦୋଳନର ନେତା ଏ . କାମରାଜୁ ଆଚାରୀ ଙ୍କ ବିୟୋଗ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ କମ୍ଯୁନିଷ୍ଟ ଆନ୍ଦୋଳନ ର ନେତୃବୃନ୍ଦ ଗୋପାଳକୃଷ୍ଣ ପାଣିଗ୍ରାହି,କୈଳାଷ ଚନ୍ଦ୍ର ଷଡଂଗୀ,ରଘୁନାଥ ପାଢୀ,ଅଳକନାଥ ମିଶ୍ର,ଅନନ୍ତ ମହାକୁଂଡ,ଗୋପାଳ କଂଷ୍ଣ ପାଢି,ପଂଚାନନ ସ୍ୱାଇଁ,କୋରା ପ୍ରସାଦ ପାଢି,ପୀତବାସ ମହାପାତ୍ର,ରାଜେନ୍ଦ୍ର ଦାସ,ଏ ହରପ୍ରସାଦ ଆଚାରୀ,ବିଜେଡି ନେତା ମେଘନାଦ ଦାସ,ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ ନିତ୍ଯାନନ୍ଦ ପ୍ରଧାନ ଯୋଗ ଦେଇଶୋକ ପ୍ରକାଶ କରିଥିଲେ। ଏତଦ୍ ବ୍ୟତୀତ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଏକ ଶୋକ ବାର୍ତ୍ତା ରେ ସ୍ୱର୍ଗତ ଆଚାରୀ ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here