କନ୍ଧମାଳ, ୨୬/୦୨/୨୦୨୦: ଆଜି ବାଲିଗୁଡ଼ା ଏନଏସିରେ ଅଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଭୋଟ ଗ୍ରହଣ କରାଯାଇଛି ।ଏହା ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ,ଉପଜିଲ୍ଲାପାଳ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ହୋଇଥିଲା। ଏଥିରେ ବିଜେଡ଼ିର ୭, କଂଗ୍ରେସର ୩ ଓ ବିଜେପିର ଜଣେ ଭୋଟ ଦେଇଥିଲେ। ଯାହାଫଳରେ ଅଧକ୍ଷା ଶ୍ରୀମତୀ ମମତା ବେହେରାଙ୍କୁ ବହିଷ୍କାର କରାଯାଇ ଉପାଧକ୍ଷ ଲୋକନାଥ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା କରି ଥିବାରୁ କାଉନ୍ସିଲରଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି
ରିପୋର୍ଟ: ଟିକି ଦଣ୍ଡିଆ