ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତା ଉପରେ ମଦବିକ୍ରି।

0
335

 

ଶେରଗଡ, ୧୬୵୫୵୨୦୨୦: ସ୍ପଷ୍ଟ ଦିବାଲୋକରେ ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକ ପିତ୍ତଳ ରେ ବିଚ୍ ରାସ୍ତା ଉପରେ ଖୁଲମଖୋଲା ମଦ ବିକ୍ରି ଚାଲିଛି।କରୋନା ପାଇଁ ଭାରତ ବ୍ଯତିବ୍ଯସ୍ତ ହୋଇପଡିଥିବା ବେଳେ ରାଜ୍ୟ ରେ ଲକ୍ ଡାଉନ ଓ ସଟଡାଉନ କଟକଣା ଲାଗୁ କରାଯାଉଥିବା ବେଳେ ଏହା ମଦୁଆ ଓ ମଦ ବିକ୍ରେତା ଙ୍କ ପାଇଁ କୌଣସି ଫରକ ପଡୁନାହିଁ।ପିତ୍ତଳ ସୁନାରୀତୋଟା(ମେରୁତୋଟା)ରେ କୁନ୍ତୀଦେବୀ ଶିଶୁମନ୍ଦିର ନିକଟରେ ଏକ ସଟର ଲାଗି ଥିବା ଗୃହ ରେ ଦେଶି ମଦ ଭଣ୍ଡାର କରି ଶିଶୁ ମନ୍ଦିର ସମ୍ମୁଖ ରୋଡ ଉପରେ ଖୋଲାମେଲା ରେ ମଦ ବିକ୍ରୀ ଚାଲିଛି।ଏହା କଣ ଅବକାରୀ ବିଭାଗ ତଥା ପୁଲିସ ବିଭାଗର ଦୃଷ୍ଟି କୁ ଆସୁନିକି ?ପଂଚାୟତ କଲେକ୍ଟର ଚେଷ୍ଟା କଲେ ଏହି ଚୋରା ମଦ କାରବାର ରୋକିବା ସମ୍ଭବପର ବୋଲି ମତପ୍ରକାଶ ପାଉଛି ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here