ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ ସହାୟତା ପ୍ରଦାନ

0
123

 

ଗଞ୍ଜାମ, ୨୩/୦୫/୨୦୨୦(ଟୁକୁନା ପ୍ରଧାନ) ଘୁମସର ଜିଲ୍ଲା ବିଜେପି ପକ୍ଷରୁ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଢୁଙ୍କାପଡା ସଂଗରୋଧ କେନ୍ଦ୍ର ରେ ଗତ ୮ ତାରିଖ ରେ ମୃତ୍ୟୁ ବରଣ କରିଥିବା ପୋଲସରା ବ୍ଲକ ମଧୂପଲ୍ଲୀ ଗ୍ରାମର ପ୍ରଫୁଲ ବେହେରାଙ୍କ ମ୍ରିୟମାଣ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଘୁମସର ଜିଲ୍ଲା ପ୍ରତିନିଧି ପ୍ରମୋଦ ପଣ୍ଡା, ହାତୀଓଟ ମଣ୍ଡଳ ସଭାପତି ଦୀପକ ପ୍ରଧାନ, ପୋଲସରା ନଗର ସଭାପତି ନିବାସୀ ପ ରିଡା ଯୁବ ସଭାପତି ସୀମାଞ୍ଚଳ ସାହୁଙ୍କ ସମେତ ବହୁ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here