ବିଦ୍ୟୁତ୍ ମରାମତି ବେଳେ ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର

0
149

 

ଭଞ୍ଜନଗର,୨୩/୦୫/୨୦୨୦:-ଗଞ୍ଜମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ ଏକ ଟ୍ରାନ୍ସଫରମର ରେ ମରାମତି କରୁଥିବା ବେଳେ ବିଦ୍ୟୁତ୍ ତାରରେ ଲାଗି ଯୁବକ ଗୁରୁତ୍ବ୍ୟର ହେଇ ପଡିଥିଲେ ।ଗୁରୁତ୍ୟର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା।ଗୁରୁତ୍ୟର ଯୁବକ ହେଲେ ମହେଶ୍ବର ମଳିକ ଘର ବଦାଙ୍ଗି ଗ୍ରାମ ରେ ଥିବା ଢେପସାହିରେ ।ଉକ୍ତ ଗ୍ରାମରେ ବିଦ୍ୟୁତ୍ ସରବାହ ବନ୍ଦ ହେବାରୁ ମହେଶ୍ବର ଟ୍ରାନ୍ସଫରମ କୁ ଯାଇ ମରାମତି କରୁଥିବା ବେଳେ ବିଦ୍ୟୁତସଂଷ୍ପର୍ଶରେ ଆସି ଗୁରୁତ୍ବ୍ୟର ହେଇ ପଡିଥିଲେ। ଉକ୍ତ କାର୍ଯ୍ୟକୁ ବେଆଇନ ଭାବେ କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । ।

ରିପୋର୍ଟ: ରବିନ୍ଦ୍ରପ୍ରଧାନ

LEAVE A REPLY

Please enter your comment!
Please enter your name here