ପୋଲସରା ବିଧାୟକ ଆର୍ଥିକ ସହାୟତା କରିବା ସହ ସମବେଦନା ଜଣାଇଲେ

0
255

 

ଗଞ୍ଜାମ,୨୫/୦୫/୨୦୨୦ (ଟୁକୁନା ପ୍ରଧାନ) – : ବୁଗୁଡା ବ୍ଲକ ବେଠିଆବୋରଦା ଗ୍ରାମର ତ୍ରିନାଥ ମହାରଣା ଶ୍ରମିକ ଭାବେ ଚେନ୍ନାଇ ରେ କାର୍ଯ୍ୟ କରୁଥିବା ସମୟରେ ସେ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ।ଆଜି ତାଙ୍କ ମୃତ୍ୟୁ ଶରୀର ନିଜ ଗ୍ରାମରେ ପହଂଚିଛି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଗ୍ରାମକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here