କୋତମରା ଗାଁ ରେ ପାନୀୟ ଜଳ ସମସ୍ୟା

0
164

 

ବଙ୍ଗୋମୁଣ୍ଡା, ୨୭/୦୫/୨୦୨୦:-ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ କୁରସୁଡ଼ ପଞ୍ଚାୟତ ଅନ୍ତର୍ଗତ କୋତମରା ଗାଁ ରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି l ଗ୍ରାମରେ ୪ ଟି ନଳକୂପ ଥିଲେ ବି ଗୋଟିଏ କାର୍ଯ୍ୟକ୍ଷମ ରହିଛି l ଏକ ମାତ୍ର ନଳକୂପ ରେ ଭିଡ଼ ଦେଖିବାକୁ ମିଳୁଛି l ଜଳ ଯୋଗାଣ ପାଇଁ ଖୋଲାଯାଇଥବା କୂଅ ଚାରିବର୍ଷ ହୋଇଥିଲେ ବି ସମ୍ପୂର୍ଣ୍ଣ ହୋଇ ପାରିନାହିଁ l ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସମାଜସେବୀ ଶ୍ରୀକାନ୍ତ ପୁଟେଲ, ରସିକ ପୁଟେଲ, ତରୁଣ ପୁଟେଲ, ବଂଶୀ ମଲ୍ଲିକ ସହ ଗ୍ରାମବାସୀ ଦାବୀ କରିବା ସହ ଦାବୀ ପୂରଣ ନ ହେଲେ ରାଜ୍ୟରାଜ ପଥ ନମ୍ବର ୧୬ କୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here