ବିଧାୟକ ସହାୟତା ପ୍ରଦାନ ସହ ସମବେଦନା ଜଣାଇଲେ

0
135

 

ଗଞ୍ଜାମ, ୨୮/୦୫/୨୦୨୦(ଟୁକୁନା ପ୍ରଧାନ) – :ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଖଇରଚଟା ଗ୍ରାମର ସିଲୁ ଜେନା ବୟସ ୩୦ ଗତ ଦୁଇ ଦିନ ତଳେ ସୁରଥ ରେଲ ଷ୍ଟେସନ ଠାରେ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ ।ଆଜି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here