ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ବିଧାୟକ ଶ୍ରୀକାନ୍ତ ସାହୁ

0
127

 

ଗଞ୍ଜାମ, ୨୯/୦୫/୨୦୨୦ (ଟୁକୁନା ପ୍ରଧାନ) – : ବରିଷ୍ଠ ବିଜେଡି ନେତା ତଥା ବିସିସି ବ୍ୟାଙ୍କର ପୂର୍ବତନ ସଭାପତି ସ୍ବର୍ଗତ ଅଲେଖ ଚୌଧୁରୀଙ୍କ ଅକାଳ ବିୟୋଗରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ବ୍ରହ୍ମପୁର ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତ ।

LEAVE A REPLY

Please enter your comment!
Please enter your name here