ଆଜି ରାଜ୍ଯ ରେ ୨୪୫ ଜଣ ନୂଅା କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମ ରେ ସର୍ବାଧିକ ୯୬

0
257

 

ଭୁବନେଶ୍ୱର, ୨୯/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ ଆଜି ନୂଆ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୪ ଜଣ ସଂଗରୋଧ କେନ୍ଦ୍ରରୁ ଓ ୩୧ ଜଣ ସ୍ଥାନୀୟ ଅଂଚଳର । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୬ ହଜାର ୮୫୯ରେ ପହଚିଂଛି । ଗଂଜାମରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୮ ଜଣ,ଯାଜପୁରରୁ ୪୦ ଜଣ,ବରଗଡରୁ ୧୦ ଜଣ, କେନ୍ଦ୍ରାପଡାରୁ ୮ ଜଣ, ନବରଙ୍ଗପୁରରୁ ୭ ଜଣ,ସୁନ୍ଦରଗଡରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା,ରାୟଗଡା,ସୋନୁପୁରରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଓ ଭଦ୍ରକରୁ ୨ ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଆଜି ସର୍ବାଧିକ ୯୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହି ଜିଲ୍ଲାରୁ ହିଁ ୨ ଜଣ ପ୍ରାଣ ହରାଇଛନ୍ତି ।ଦୁଇ ଜଣଙ୍କର ମୃତ୍ୟୁ ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା । ଉଭୟଙ୍କର ବୟସ ୪୮ ବର୍ଷ ଓ ୫୨ ବର୍ଷ ବୋଲି ଜଣାପଡ଼ିଛି । ଏହାସହ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।

 

COVID-19 REPORT FOR 28th JUNE

New positive Cases: 245
In quarantine: 214
Local contacts: 31

(Details of local contacts will be shared by concerned District Administration)

District Wise Cases
1. Balasore: 2
2. Bargarh: 10
3. Bhadrak: 2
4. Cuttack: 7
5. Dhenkanal: 3
6. Gajapati: 7
7. Ganjam: 96
8. Jagatsinghpur: 9
9. Jajpur: 40
10. Jharsuguda: 1
11. Kendrapada: 8
12. Keonjhar: 7
13. Khordha: 28
14. Mayurbhanj: 5
15. Nawarangpur: 7
16. Nayagarh: 3
17. Rayagada: 1
18. Sonepur: 1
19. Sundaragarh: 6
20. NDRF/ ODRAF: 02
(returned from Amphan duty, WB)

New recoveries: 137
Cumulative tested: 260428
Positive: 6859
Recovered: 4743
Active Cases: 2086

LEAVE A REPLY

Please enter your comment!
Please enter your name here