ଆଜି ରାଜ୍ଯ ରେ କରୋନା ନେଲା ଆଉ ୬ ମୁଣ୍ଡ, ମୃତ୍ୟୁସଂଖ୍ୟା ୧୧୪କୁ ବୃଦ୍ଧି

0
131

 

ଭୂବନେଶ୍ୱର,୨୩/୦୭/୨୦୨୦(ବ୍ୟୁରୋ ରିପୋର୍ଟ)ରାଜ୍ୟ ରେ ଆଜି ପୁଣି ଆଉ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪ କୁ ବୃଦ୍ଧି ପାଇଛି। ଏନେଇ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ରେ ସୂଚନା ଦିଆଯାଇଛି। ୬ ଜଣ ମୃତକ ମଧ୍ୟରୁ ଗଞ୍ଜାମରୁ ୫ ଜଣ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଜଣେ ଅନ୍ତଭୁର୍କ୍ତ। ଗଞ୍ଜାମ ଜିଲ୍ଲାର ମୃତକଙ୍କ ମଧ୍ୟରେ ଜଣେ ୫୧ ବର୍ଷୀୟ ମହିଳା ଙ୍କ ସମେତ ୪ ପୁରୁଷ ଙ୍କ ମୁତ୍ଯୁ ହୋଇଥିବା ଜଣାଯାଇଛି, ସେମାନଙ୍କର ବୟସ ଯଥାକ୍ରମେ ୪୧,୬୩,୬୯,୫୭ । ଏହା ସହ ଗଞ୍ଜାମର ମୁତ୍ଯୁ ସଂଖ୍ଯା ୬୭ ରେ ପହଞ୍ଚିଲା।

ଏତତ୍ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲା ର ଜଣେ ୮୬ ବର୍ଷୀୟା ମହିଳାଙ୍କ ମଧ୍ଯ ମୁତ୍ଯୁ ହୋଇଥିବା ଜଣାଯାଇଛି।

Regret to inform the demise of Six Covid positive patients while under treatment in hospitals.

1. A 41-year old male of Ganjam district who was also suffering from Hypertension

2. An 86-year old female of Khordha district who was also suffering from Diabetes and Hypertension.

3. A 63-year old male of Ganjam district who was also suffering from Hypertension.

4. A 51-year old female of Ganjam district who was also suffering from Diabetes and Diabetic Ketoacidosis.

5. A 69-year old male of Ganjam district.

6. A 57-year old Male of Ganjam district who was also suffering from Diabetes and Hypertension.

LEAVE A REPLY

Please enter your comment!
Please enter your name here