ଅଶ୍ଲୀଳ ଇଙ୍ଗିତ କରି ଯୁବକ ଜେଲଗଲେ

0
486

 

ଶେରଗଡ,୦୭/୦୮/୨୦୨୦(ହୃଷୀକେଶ ମହାନ୍ତି)ଶେରଗଡ ବ୍ଳକର ବାଇସିପଳ ଗ୍ରାମର କଂସ ସ୍ୱାଇଁ(୨୯)ନାମକ ଜଣେ ଯୁବକ ସ୍ଥାନୀୟ ଜଣେ ନାବାଳିକାକୁ ଅଶ୍ଳିଳ ଇଙ୍ଗିତ ଦେବା ସହ,ଏହାର ବିରୁଦ୍ଧ କରୁଥିବା ନାବାଳିକାର ବାପା ମାଆ ଙ୍କୁ ବିଭିନ୍ନ ଧମକ ଚମକ ଦେବା ଅଭିଯୋଗ ରେ ପୁଲିସ୍ ଏହି ଯୁବକ କୁ ପୋସ୍କ ଆଇନ ବଳରେ ଗିରିଫ କରି ଜେଲ ପଠାଇଛନ୍ତି।ଶେରଗଡ ପୁଲିସ୍ ଥାନା ରେ ଏସଂପର୍କରେ କେସ୍ ନଂ୮୪/୨୦ରମାମଲାରୁଜୁ ହୋଇଛି ବୋଲି ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here