ଗଞ୍ଜାମ,୧୮/୦୮/୨୦୨୦ ( ଟୁକୁନା ପ୍ରଧାନ)ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ମା ସାଙ୍କୁଳେଇ ପୀଠ ଠାରେ ବ୍ରାହ୍ମଣ ସୁରକ୍ଷା ପରିଷଦ ଚାରିଟେବୁଲଟ୍ରଷ୍ଟ ତରଫରୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ବୁଗୁଡା ବ୍ଲକ ର ୧୦ ଜଣ ଵ୍ୟକ୍ତି ଙ୍କୁ କରୋନା ମହାମାରୀ ସମୟରେ ପ୍ରବାସୀ ଓଡ଼ିଆ ଓ ଲୋକମାନଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝି ସେବା ପ୍ରଦାନ ଯୋଗାଇ ଥିବା ହେତୁ ଗଞ୍ଜାମ ଘୁମୁସର ପୁରୋହିତ ସମିତିର କର୍ମକର୍ତ୍ତାମାନେ ଦେବଦୂତ ସମ୍ମାନରେ ସମ୍ମାନିତ କରିଛନ୍ତି ।