ଭୂବନେଶ୍ୱର,୨୭/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ରାଜ୍ୟରେ ୨୫୧୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୬୫୩୨୩କୁ ବୃଦ୍ଧି, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୫ ଜଣ ଆକ୍ରାନ୍ତ ସୁସ୍ଥ, ଗଞ୍ଜାମ ୨୭୭, କଟକ ୨୨୫, ପୁରୀ ୨୧୮, କୋରାପୁଟ ୧୮୨, ଯାଜପୁର ୧୩୫, ମୟୂରଭଞ୍ଜ ୧୧୯, ବାଲେଶ୍ବର ୧୦୧, ଗଜପତି ୮୯, ମାଲକାନଗିରିରୁ ୭୫ ଜଣ ସୁସ୍ଥ ହୋଇଥିବା ସୁଚନା ମିଳିଛି। ଏହା ସହ ରାଜ୍ୟ ରେ ମୋଟ ସୁସ୍ଥ ଙ୍କ ସଂଖ୍ଯା ୬୫,୩୨୩ ରେ ପହଞ୍ଚିଛି। ରାଜ୍ୟ ସରକାର ଙ୍କ ସୁଚନା ଓ ଲୋକ ସଂପର୍କ ବିଭାଗ ପକ୍ଷ ରୁ ଦିଆଯାଇଛି।
Another 2510 #COVID19 patients have recovered and are being discharged on 27.08.2020
435 from Khordha
277 from Ganjam
225 from Cuttack
218 from Puri
182 from Koraput
135 from Jajapur
119 from Mayurbhanj
101 from Baleswar
89 from Gajapati
75 from Malkangiri
72 from Sundargarh
64 from Sambalpur
51 from Bolangir
48 from Kalahandi
47 from Kandhamal
43 from Bhadrak
42 from Jharsuguda
38 from Sonepur
36 from Bargarh
33 from Nayagarh
31 from Boudh
30 from Dhenkanal
30 from Keonjhar
25 from Kendrapara
25 from Rayagada
17 from Jagatsinghpur
11 from Nabarangpur
5 from Anugul
3 from Deogarh
3 from Nuapada
The total recovered cases of Odisha now stand at 65323