ଗଞ୍ଜାମ ଜିଲ୍ଲାପାଳ ଙ୍କ ଅମ୍ଳଜାନ ସ୍ତର ପରୀକ୍ଷଣ କାର୍ଯ୍ୟକ୍ରମ ପରିଦର୍ଶନ ।

0
143

ଶେରଗଡ,୦୮/୦୯/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶେରଗଡ ବ୍ଲକ ଗସ୍ତରେ ଆସି ତାକରଡା ରେ ଚାଲିଥିବା ଅମ୍ଳଜାନ ସ୍ତର ନିରୁପଣ କେନ୍ଦ୍ର ରେ ଯୋଗ ଦେଇଥିଲେ ।ଏସଂପର୍କରେ ନିୟୋଜିତ କର୍ମୀ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ।ଏହା ସହ ଜନସାଧରଣ କୋଭିଟ ନିୟମ କୁ ଆନ୍ତରିକତାର ସହପାଳନ କରିବାକୁ ଅନୁରୋଧ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଡିଓ ସୁରଂଜନ ସାହୁ ଙ୍କ ସମେତ ବ୍ଲକ ର ସମସ୍ତ ସଂପ୍ରସାରଣ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଅଙ୍ଗନବାଡିକର୍ମୀ ଓ ଆଶା ଯୋଗଦେଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here