ପାଲା ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ

0
130

ନୟାଗଡ଼,୦୮/୧୧/୨୦୨୦: ଓଡ଼ଗାଁ ବ୍ଳକ ରୋହିବାଙ୍କ ପଂଚାୟତ ବାଘୁଆ ଛକ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଆଜି ଏକ କରୋନା ସଚେତନତା କାର୍ଯ୍ୟକ୍ରମ ପାଲା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ମୁରଲୀଧର ପ୍ରଧାନ ସମିତି ସଭ୍ୟ ଦିଲେଶର ପାତ୍ର ଓ୍ବାର୍ଡ ମେମ୍ବର ଗିତାଞ୍ଜଳି ପାତ୍ର ଗାଁ କଲ୍ୟାଣ ସମିତି କମିଟି ଆଦିକନ୍ଦ ପ୍ରଧାନ ଅଙ୍ଗନବାଡି କର୍ମ ଅନୁରାଧା ପାତ୍ର ଅାଶା ସାବିତ୍ରୀ ନାୟକ ଗାଁ କଲ୍ୟାଣ ସମିତି ର ସମସ୍ତ ସଭ୍ୟ ଉପସ୍ଥିତ ରହି କରୋନା ସଚେତନତା କରିଛନ୍ତି ।

ରିପୋର୍ଟ: ରବିନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here