ମହାନଗର ନୂତନ ବିଜେଡ଼ି କର୍ମୀଙ୍କୁ ସମ୍ବର୍ଦ୍ଧିନା

0
150

ବ୍ରହ୍ମପୁର,୦୪/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ କୁ ସାକାର କରିବା ସହ ବ୍ରହ୍ମପୁର ସହର ର ବିକାଶ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ରେ ହୋଇଥିବା ବିଜେଡ଼ି ପକ୍ଷରୁ ନବ ନିଯୁକ୍ତି ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ୨ ଓ ୯ ନଂ ୱାର୍ଡ ପୁରଣା ବ୍ରହ୍ମପୁର ଅନ୍ତର୍ଗତ ଗଣେଶ ନଗର ନିକଟସ୍ଥ ଗଣେଶ ଦେବଙ୍ଗ କଲ୍ୟାଣ ମଣ୍ଡପ ପରିସରରେ ବିଜେଡ଼ି ଓ ସ୍ତାନୀୟ ଅଞ୍ଚଳ ବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅଞ୍ଚଳର ପୁର୍ବତନ କର୍ପୋରେଟର ,ଏନ୍ .ତେଟଶ୍ୱରୀ ରାଓ ,ଏନ୍.ଆପା ରାଓ ,ଉଦ୍ଧବ ବିଷୋୟୀ , ଭାନୁମତି ବିଷୋୟୀ ଉପସ୍ଥିତ ରହି କେକ୍ କାଟି ନବ ନିଯୁକ୍ତି ଅଜିତ ପଣ୍ଡା , ଅସିତ୍ ସାବତ, ବି. ଦୁର୍ଗା ରାଓ ଭଗବାନ ସାହୁ ,ହରିସ ଚନ୍ଦ୍ର ସେଠିଙ୍କୁ ସମ୍ବର୍ଦ୍ଧନା କରିଥିଲେ ।
ଏହି ଅବସରରେ ନବ ନିର୍ବାଚିତ ଯୁବ ଜନତା ଦଳର କର୍ମକର୍ତ୍ତା ଆଗାମୀ ଦିନରେ ସମସ୍ତେ ସହର ତଥା ଅଞ୍ଚଳର ବିକାଶ ପାଇଁ ସଦାସର୍ବଦା ଲଢେଇ କରିବେ ବୋଲି ମତ ପ୍ରକାଶ କରିଥିଲେ ।
ଆଜିର କାଯ୍ୟକ୍ରମରେ ବଲବିର ପାଣିଗ୍ରାହୀ ,ପାଳୟା ବାବୁ ,ଏଙ୍କା ମହାରଣା ,ଜି .ସାତିମ୍ ବାବୁ ,ରବୀନ୍ଦ୍ର ପାଣିଗ୍ରାହୀ ,ବଦ୍ରୀ ନାରାୟଣ ପଣ୍ଡା ,ରବି ସେଠି , ଅମିତ କୁମାର ପାତ୍ର ,ବି. ଶ୍ରୀନିବାସ ପାତ୍ର ଜିଲ୍ଲା ସମ୍ପାଦକ ଏଲ୍ .ହରି ନାଥ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here