ପୋଷଣ କାର୍ଡ ବଣ୍ଟନ

0
209

ଶେରଗଡ,୦୧/୦୧/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି)ଶେରଗଡ ବ୍ଲକ ର ଜଗନ୍ନାଥ ପୁର ଶାସନ( ମାରୁଡି)ରେ ଆଜି ଶେରଗଡ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ହିତାଧିକାରୀଙ୍କୁ ପୃଷ୍ଠିକର କାର୍ଯ୍ଯକ୍ରମ ରେ ପୋଷଣ କାର୍ଡ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ସୁରଞ୍ଜନ ସାହୁ, ତହସିଲଦାର ଦୟା ସିନ୍ଧୁ ପରିଡା ଓ ସିଡିପିଓ ଜୟନ୍ତୀ ପାଟପେଙ୍ଗୁଆ ଅତିଥି ରୂପେ ଯୋଗଦେଇ କାର୍ଡ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here