ରାହାଡ଼l ରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଧାନ ଗଦା

0
149

ବ୍ରହ୍ମପୁର, ୨୦/୦୧/୨୦୨୧(ଟୁକୁନା ପ୍ରଧାନ) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ରାହାଡା ଗ୍ରାମର ଶ୍ରୀଧର ବିଶୋୟୀ ଙ୍କ ପାଖାପାଖି ଦଶ ଭରଣ ଜମିର ଧାନ ଫୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ର କାରଣ ଜଣାପଡି ନାହିଁ । ଘଟଣାରୁ ପ୍ରକାଶ ଯେ କୌଣସି କାରଣରୁ ଆଜି ଅପରାହ୍ନ ସମୟରେ ଶ୍ରୀଧର ଙ୍କ ଖଳା ରେ ଥିବା ଧାନ ଗଦା ରେ ନିଆଁ ଲାଗି ଯାଇଥିଲା । ଗାଁ ଲୋକ ନିଆଁ କୁ ଆୟତ କରିଥିଲେ । ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here