ବଢିଲା ବିଦ୍ୟୁତ୍ ଦର, ୟୁନିଟ୍ ପିଛା ୩୦ ପଇସା ବଢିଲା। ଏପ୍ରେଲ ୪ ରୁ ଲାଗୁ

0
175

ଭୁବନେଶ୍ୱର,୨୭/୦୩/୨୦୨୧ ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ୍ ଦର । ୨୦୨୧-୨୨ ପାଇଁ ବିଦ୍ୟୁତ ଦର ଘୋଷଣା ହୋଇଛି, ଯେଉଁଥିରେ ୟୁନିଟ୍ ପିଛା ଦର ୩୦ ପଇସା ବଢିଛି । ବିପିଏଲ ଓ କୃଷି ଜଳସେଚନ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨ ପ୍ରତିଶତ ରିହାତି ମିଳିବ । ପ୍ରିପେଡ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ମଧ୍ୟ ୨ ପ୍ରତିଶତ ରିହାତି ରହିଛି । ତେବେ ଏପ୍ରିଲ ୪ରୁ ବର୍ଦ୍ଧିତ ଦର ଲାଗୁ ହେବ । ଏନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here