ଶେରଗଡ ବ୍ଲକର ସିଡିପିଓ ବିଜୟଲକ୍ଷ୍ମୀ ନିଶଙ୍କ ଙ୍କ ବଦଳି।

0
122

ଶେରଗଡ,୨୪/୦୪/୨୦୨୧:ଶେରଗଡ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିଜୟ ଲକ୍ଷ୍ମୀ ନିଶଙ୍କ ଙ୍କ ଏଠାରୁ କୋଲନରା ବ୍ଲକ କୁ ବଦଳି ହୋଇ ଯାଇଛି ।ଶେରଗଡ ସିଡିପିଓ ଭାବେ କୁକୁଡାଖଣ୍ଡି ବ୍ଳକ ରୁ ପଦୋନ୍ନତି ପାଇ ଗୀତାଞ୍ଜଳୀ ରାଉଳ ଯୋଗ ଦେଉଥିବା ଜଣାପଡିଛି । ବିଜୟଲକ୍ଷ୍ମୀ ଶେରଗଡ ରେ ପ୍ରାୟ ଛଅ ମାସ ରହଣି ସମୟରେ ଅଙ୍ଗନବାଡିକର୍ମୀ ମହଲରେ ବିବାଦୀୟ ହୋଇ ପଡିଥିଲେ । ।

ରିପୋର୍ଟ:ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here