ବାହାଘର ଭୋଜି ବନ୍ଦ କଲେ ତହସିଲଦାର

0
134

ଶେରଗଡ,୩୦/୦୪/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି)ଗତକାଲି ଶେରଗଡ ବ୍ଲକ ର ଠୁରୁବୁରାଇ ଠାରେ ଚାଲିଥିବା ଏକ ବାହାଘର ଭୋଜିକୁ ତହସିଲଦାର ଦୟାସିନ୍ଧୁ ପରିଡା ଏବଂ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକକ ଓ ସହକର୍ମୀମାନେ ପହଚିଁ ଭୋଜିକୁ ବନ୍ଦ କରିଛନ୍ତି।କୋଭିଟ ଆଇନକୁ ଉଲ୍ଲଂଘନ କରି ଭୋଜିଭାତ ର ଆୟୋଜନ ଚାଲିଥିବାରୁ ଶେରଗଡ ରାଜସ୍ୱ ବିଭାଗ ପକ୍ଷରୁ ଏହି କାର୍ଯ୍ଯାନୁଷ୍ଟାନ ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here