ରାଜ୍ୟରେ ପୁଣି ୨୪ ଘଣ୍ଟାରେ ୧୦ ହଜାର ୪୧୩ କରୋନା ପଜିଟିଭ୍‌ ଚିହ୍ନଟ, ୧୧ ମୃତ

0
135

ଭୂବନେଶ୍ୱର,୦୧/୦୫/୨୦୨୧:ରାଜ୍ୟରେ କରୋନାର ବଡ ଲମ୍ଫ । ଦୈନିକ ସଂକ୍ରମଣ ୧୦ ହଜାର ପାର୍‌ । ଗତ ୨୪ ଘଣ୍ଟାରେ ୧୦ ହଜାର ୪୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାର ସର୍ବାଧିକ ୧୭୯୬ ଆକ୍ରାନ୍ତ ହୋଇଛନ୍ତି। ସୁନ୍ଦରଗଡରୁ ୧୧ଶହ ପଜିଟିଭ୍‌ ରହିଛି। ତୃତୀୟରେ ରହିଛି କଟକ । ଆଜି କଟକରୁ ୮୨୮ ନୂଆ କେସ୍‌ ରହିଛି। ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଇଛି ଭାଇରସ୍‌ ।ଅନୁଗୁଳ ଜିଲ୍ଲାରୁ – ୩୯୨,ବାଲେଶ୍ୱର ଜିଲ୍ଲାରୁ – ୧୨୪,ବରଗଡ଼ ଜିଲ୍ଲାରୁ – ୫୧୧,ଭଦ୍ରକ ଜିଲ୍ଲାରୁ – ୨୦୧,ବଲାଙ୍ଗୀର ଜିଲ୍ଲାରୁ – ୧୬୦,ବୌଦ୍ଦ ଜିଲ୍ଲାରୁ – ୮୭,କଟକ ଜିଲ୍ଲାରୁ – ୮୨୮,ଦେବଗଡ଼ ଜିଲ୍ଲାରୁ – ୧୦୩,ଢେଙ୍କାନାଳ ଜିଲ୍ଲାରୁ – ୪୨,ଗଜପତି ଜିଲ୍ଲାରୁ – ୧୫୬, ଗଞ୍ଜାମ ଜିଲ୍ଲାରୁ – ୨୩୨,ଜଗତସିଂହପୁର ଜିଲ୍ଲାରୁ – ୨୪୧,ଯାଜପୁର ଜିଲ୍ଲାରୁ – ୩୩୨,ଝାରସୁଗୁଡ଼ା ଜିଲ୍ଲାରୁ – ୪୪୨, କଳାହାଣ୍ଡି ଜିଲ୍ଲାରୁ – ୩୭୬,କନ୍ଧମାଳ ଜିଲ୍ଲାରୁ – ୫୫,କେନ୍ଦ୍ରାପଡ଼ା ଜିଲ୍ଲାରୁ : ୭୭,କେନ୍ଦୁଝର ଜିଲ୍ଲାରୁ – ୧୨୬,ଖୋର୍ଦ୍ଧାରୁ : ୧୭୯୬,କୋରାପୁଟ ଜିଲ୍ଲାରୁ – ୬୮,ମାଲକାନଗିରି : ୫୪,ମୟୁରଭଞ୍ଜ ଜିଲ୍ଲାରୁ – ୨୪୭,ନବରଙ୍ଗପୁରରୁ : ୩୭୮, ନୟାଗଡ଼ ଜିଲ୍ଲାରୁ – ୨୧୮,ନୂଆପଡ଼ା ଜିଲ୍ଲାରୁ – ୪୧୮,ପୁରୀ ଜିଲ୍ଲାରୁ – ୫୩୩,ରାୟଗଡ଼ା ଜିଲ୍ଲାରୁ – ୨୦୦,ସମ୍ବଲପୁର ଜିଲ୍ଲାରୁ – ୪୨୬, ସୋନପୁର ଜିଲ୍ଲାରୁ – ୧୩୦,ସୁନ୍ଦରଗଡ଼ ଜିଲ୍ଲାରୁ – ୧୧୦୦,ଷ୍ଟେଟ ପୁଲ ରୁ ୩୬୦

ଗତକାଲି କରୋନା ଚେଷ୍ଟ ହୋଇଥିଲା ୪୭୪୬୨
ନୂଆ ଆକ୍ରାନ୍ତ ୧୦୪୧୩
ନୂଆ ସୁସ୍ଥ ହୋଇଥିଲେ ୫୦୧୪।
୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା : ୧୧
ମୋଟ ଆକ୍ରାନ୍ତ ୪୫୪୬୦୭ କୁ ବୃଦ୍ଧି।ମୋଟ ସୁସ୍ଥ ଙ୍କ ସଂଖ୍ୟା ୩୮୫୪୧୪ ହୋଇଥିବା ବେଳେ
ମୋଟ ମୃତ୍ୟୁ ସଂଖ୍ୟା ୨୦୫୪ କୁ ବଦ୍ଧି ପାଇଛି।ଅନ୍ୟ କାରଣରୁ ମୃତ୍ୟୁ ୫୩,ସକ୍ରୀୟ ଆକ୍ରାନ୍ତ ଙ୍କ ସଂଖ୍ୟା ୬୭୦୮୬ ରେ ପହଞ୍ଚଛି।

Covid-19 Report For 30th April

New Positive Cases: 10413
In quarantine: 5887
Local contacts: 4526

(Details of local contacts will be shared by concerned Dist Administration)

District Wise Cases:

1. Angul: 392
2. Balasore: 124
3. Bargarh: 511
4. Bhadrak: 201 5. Balangir: 160
6. Boudh: 87
7. Cuttack: 828
8. Deogarh: 103
9. Dhenkanal: 42
10. Gajapati: 156
11. Ganjam: 232
12. Jagatsinghpur: 241
13. Jajpur: 332
14. Jharsuguda: 442
15. Kalahandi: 376
16. Kandhamal: 55
17. Kendrapada: 77
18. Keonjhar: 126
19. Khurda: 1796
20. Koraput: 68 21. Malkangiri: 54
22. Mayurbhanj: 247
23. Nawarangpur: 378
24. Nayagarh: 218
25. Nuapada: 418
26. Puri: 533
27. Rayagada: 200
28. Sambalpur: 426
29. Sonepur: 130
30. Sundargarh: 1100
31. State Pool: 360 New recoveries: 5014
Cumulative tested: 10134118
Positive: 454607
Recovered: 385414
Active cases: 67086

Regret to inform the demise of eleven numbers of Covid positive patients while under treatment in hospitals.

1.A 79 years old male of Bhubaneswar who was also suffering from Neuroendocrine tumour of Stomach with epigastric nodes.
2.A 63 years old male of Bhubaneswar who was also suffering from Hypertension & Chronic Kidney Disease.

3.A 52 years old male of Bhubaneswar who was also suffering from Diabetes Mellitus & Hypertension.

4.A 32 years old male of Bhubaneswar.
5.A 75 years old female of Boudh district who was also suffering from Chronic Kidney Disease.

6.A 36 years old male of Kalahandi district.

7.A 60 years old female of Koraput district.

8.A 30 years old male of Puri district who was also suffering from Diabetes Mellitus.
9.A 82 years old male of Rayagada district who was also suffering from Diabetes Mellitus & Hypertension.

10.A 52 years old female of Sundargarh district.

11.A 62 years old male of Sundargarh district.

LEAVE A REPLY

Please enter your comment!
Please enter your name here