ଭୂବନେଶ୍ୱର,୦୭/୦୫/୨୦୨୧:ରାଜ୍ୟରେ ଆଜି ୧୨,୨୩୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୮୨୮ ଚିହ୍ନଟ ହୋଇଛନ୍ତି। ସେପରି କଟକରୁ ୯୧୬, କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡ଼ରୁ ୪୭୫, ବାଲେଶ୍ବର ୪୩୭, ଭଦ୍ରକରୁ ୩୮୧, ପୁରୀରୁ ୩୬୯ ଆକ୍ରାନ୍ତ ଚିହ୍ନଟ।ଅନୁଗୁଳରୁ ୪୮୦, ବାଲେଶ୍ୱରରୁ ୪୩୭, ବରଗଡ଼ରୁ ୪୭୫, ଭଦ୍ରକରୁ ୩୮୧, ବଲାଙ୍ଗିରରୁ ୨୬୦, ବୌଦ୍ଧରୁ ୧୨୮, କଟକରୁ ୯୧୬, ଦେବଗଡ଼ରୁ ୬୦, ଢେଙ୍କାନାଳରୁ ୧୪୨, ଗଜପତିରୁ ୯୧, ଗଞ୍ଜାମରୁ ୩୧୨, ଜଗତସିଂହପୁରରୁ ୧୬୮, ଯାଜପୁରରୁ ୩୧୮, ଝାରସୁଗୁଡ଼ାରୁ ୩୦୬, କଳାହାଣ୍ଡିରୁ ୫୮୦, କନ୍ଧମାଳରୁ ୬୯, କେନ୍ଦ୍ରାପଡ଼ାରୁ ୧୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେପରି ଆଜି ରାଜ୍ୟ ରେ ୧୯ ଜଣଙ୍କ କୋରନା ରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।
*DISTRICT WISE POSITIVE CASES 06-05-2021*
1. Angul: 480
2. Balasore: 437
3. Bargarh: 475
4. Bhadrak: 381
5. Balangir: 260
6. Boudh: 128
7. Cuttack: 916
8. Deogarh: 60
9. Dhenkanal: 142
10. Gajapati: 91
11. Ganjam: 312
12. Jagatsinghpur: 168
13. Jajpur: 318
14. Jharsuguda: 306
15. Kalahandi: 580
16. Kandhamal: 69
17. Kendrapada: 192
18. Keonjhar: 179
19. Khurda: 1828
20. Koraput: 130
21. Malkangiri: 60
22. Mayurbhanj: 257
23. Nawarangpur: 282
24. Nayagarh: 194
25. Nuapada: 290
26. Puri: 369
27. Rayagada: 201
28. Sambalpur: 544
29. Sonepur: 159
30. Sundargarh: 2073
31. State Pool: 357
*Total: 12238*