ବୁଲା ଜେନା ବେଗୁନିଆପଡ଼ା ବ୍ଳକ କଂଗ୍ରେସ ସଭାପତି

0
253

ବ୍ରହ୍ମପୁର,୧୫/୦୬/୨୦୨୧ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପାଇଁ ବ୍ଲକ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ହେଲେ ଭବାନୀ ପ୍ରସାଦ ଜେନା (ବୁଲା) ।ତାଙ୍କୁ ବ୍ଲକ ବ୍ଲକ ସଭାପତି ଭାବେ ନିଯୁକ୍ତି ଦେଇଥିବାରୁ ସେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଉପରେ ଦଳ ଯେଉଁ ଆସ୍ଥା ଓ ବିଶ୍ବାସ ପ୍ରକଟ କରି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ସେ ଆଗକୁ ବେଗୁନିଆପଡ଼ା ବ୍ଲକ ରେ କଂଗ୍ରେସ ର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ସମସ୍ତ କର୍ମୀ ମାନଙ୍କୁ ଏକାଠି କରି ଦଳୀୟ ନେତୃମଣ୍ଡଳୀ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here