ବ୍ରହ୍ମପୁର ରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଞ୍ଜାମ ବାର୍ ଆସୋସିଏସନ୍ ପରିସରରେ ଓକିଲଙ୍କ ଦ୍ବିତୀୟ ଦିନ ରେ ଆନ୍ଦୋଳନ ଜାରି

0
190

ବ୍ରହ୍ମପୁର,୨୯/୦୭/୨୦୨୧:ବ୍ରହ୍ମପୁର ରେ ହାଇକୋର୍ଟ ର ସ୍ଥାୟୀ
ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଗଞ୍ଜାମ ବାର୍ ଆସୋସିଏସନ୍ ପରିସରରେ ସତ୍ୟାଗ୍ରହ ଦ୍ଵିତୀୟ ଦିନରେ ଓକିଲ ମାନେ ଆନ୍ଦୋଳନ ଜାରି ରଖିଛନ୍ତି।ଏଥିରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉପ ସଭାପତି ଭାଗୀ ରାଓ, ସମ୍ପାଦକ ପ୍ରଦୀପ ବେହେରା, ସହ ସମ୍ପାଦକ ସୁଧୀର କୁମାର ପାତ୍ର ଙ୍କ ସମେତ ମୋହନ ଶୀଙ୍ଗାରି,ନିର୍ମଳ ସାହୁ, ନିରଞ୍ଜନ ନାୟକ, ପ୍ରଦୀପ ପଣ୍ଡା, ସୁଧୀର ମିଶ୍ର, ମନୋଜ ପଟ୍ଟନାୟକ, କପିଳ ପଟ୍ଟନାୟକ,ସମ୍ବୁ ପାଣିଗ୍ରାହୀ,ବଂଶୀଧର ପାଳ,ରାମ ପଣ୍ଡା,ପ୍ରକାଶ ଦାଶ,ତାପସ ସାହୁ, ଅସିତ ସାବତ, ସୂର୍ଯ୍ୟ ସୁବୁଦ୍ଧି, ପ୍ରମୀତ୍ ମହାପାତ୍ର ,ସୁଶିଲ ତ୍ରିପାଠୀ,ହୀରକ ରଥ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here