ଓଡ଼ିଶା ଷ୍ଟାଫ ସିଲେକ୍ସନ ବୋର୍ଡ଼ ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବି

0
293

ବ୍ରହ୍ମପୁର,୧୩/୦୮/୨୦୨୧: ଷ୍ଟାଫ ସିଲେକ୍ସନ ବୋର୍ଡ ଦୁର୍ନୀତି ରାଜ୍ୟ ସରକାରଙ୍କ ନିର୍ମଳଭାବ ମୂର୍ତ୍ତି ର ଅସଲ ସ୍ୱରୂପକୁ ପଦାରେ ପକାଇଦେଇଛି।କାରଣ ସରକାର କେବଳ ଜଣେ ବ୍ୟକ୍ତି ଗତ ସହାୟକଙ୍କୁ ବହିଷ୍କାର କରି ଭିଜିଲାନ୍ସ ତଦନ୍ତ କରିବା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରି ନିରବ ରହିଛନ୍ତି।ଏହା ଧର୍ମକୁ ଆଖିଠାର ସଦୃଶ।ତେଣୁ ଦୁର୍ନୀତିର ଗଭୀରତା ଓ ଗମ୍ଭୀରତା ଦୃଷ୍ଟିରୁ ବିଚାରବିଭାଗୀୟ ତଦନ୍ତ ଆବଶ୍ୟକ।କାରଣ ଏହି ଦୁର୍ନୀତିରେ ଶାସନର ଉଚ୍ଚ ସ୍ତରରେ ଥିବା ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ସଂପୃକ୍ତିବିନା ସମ୍ଭବ ହୋଇନଥାନ୍ତା।

ଆଜିର ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଠିର ବେହେରା ,ବସନ୍ତ ନନ୍ଦ, ହରୀକୃଷ୍ଣ ରେଡି, ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଓ ଅନ୍ୟାନ୍ୟ ନେତୃତ୍ୱ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here