କୋଦଳା ଏନଏସି ର ୧୦ ନମ୍ବର ୱାର୍ଡରୁ ବିଜେପି ପକ୍ଷରୁ କାଉନସିଲର ପ୍ରାର୍ଥିନୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା ।

0
346

ବ୍ରହ୍ମପୁର,୦୭/୦୩/୨୦୨୨ (ଟୁକୁନା ପ୍ରଧାନ)-: ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ଅଧିକାଂଶ ପ୍ରାର୍ଥୀ, ପ୍ରାର୍ଥିନୀ ଆଜି ନିଜ ନିଜ ର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେହିପରି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ବିଜେପି ପକ୍ଷରୁ ୧୦ ନମ୍ବର ୱାର୍ଡ ରୁ କାଉନସିଲର ପ୍ରାର୍ଥୀନୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଶ୍ରୀମତୀ ରଞ୍ଜିତା ସେଠୀ । ଶ୍ରୀମତୀ ସେଠୀ ଭୋଟରଙ୍କୁ ସଚେତନ କରାଇବା ସହ ସ୍ବଚ୍ଛ, ଓ ଦୁର୍ନୀତି ମୁକ୍ତ ୱାର୍ଡ଼ ଗଠନ କରିବା ପାଇଁ ତାଙ୍କୁ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here