କୋଦଳା ଏନଏସିରେ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ଗୋପତ ।

0
196

ବ୍ରହ୍ମପୁର (ଟୁକୁନା ପ୍ରଧାନ)-: ରାଜ୍ୟରେ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଗୋପତ ପରିଡା । କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଶ୍ରୀ ପରିଡା ଭୋଟରଙ୍କୁ ସଚେତନ କରାଇବା ସହ ସ୍ବଚ୍ଛ, ଓ ଦୁର୍ନୀତି ମୁକ୍ତ ସହର ଗଠନ କରିବା ପାଇଁ କଂଗ୍ରେସକୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବେ ବୋଲି କହିଛନ୍ତି । ସୂଚନା ମୁତାବକ ବିଜେପି, ବିଜେଡି, କଂଗ୍ରେସ ଦଳ ଦଳୀୟ ପ୍ରାର୍ଥୀ ଦେଇଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ମଧ୍ଯ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here