ମହାମାୟୀ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ରୀଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

0
204

ବ୍ରହ୍ମପୁର, ୨୩/୦୭/୨୦୨୨:
ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ +୩ ଶେଷ ବର୍ଷ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟା ଡଃ ଅମିତା ପଣ୍ଡା, ଅଧ୍ୟାପିକା ସ୍ଵର୍ଣ୍ଣଲତା ପଟ୍ଟନାୟକ, ପ୍ରିୟଦର୍ଶନି ମେକାପ ଙ୍କ ଉପସ୍ଥିତିରେ ଦ୍ୱିତୀୟ ବର୍ଷ ଛାତ୍ରୀମାନେ ଶେଷ ବର୍ଷ ଛାତ୍ରୀମାନଙ୍କୁ ପାରମ୍ପାରିକ ରିତୀରେ ଫୁଲ, ଚନ୍ଦନ ଟିପା ସହ ଉପହାର ଦେଇ ସେମାନଙ୍କ ଉଜ୍ଜଳ ଉବିଷ୍ୟତ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here