ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ନିର୍ଦ୍ଦେଶକ, ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହେଲେ ହୃଷୀକେଶ

0
99

ବ୍ରହ୍ମପୁର, ୦୮/୧୦/୨୦୨୨ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ହୃଷିକେଶ ମେହେଣା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ନିର୍ଦ୍ଦେଶକ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଛନ୍ତି ।ଏଥିରେ
ସମର୍ଥକ ଭାବେ ସୁଦାମ ମହାନ୍ତି ଏବଂ ପ୍ରସ୍ତାବକ ଭାବେ ସନ୍ତୋଷ ପାଲ ଥିଲେ ।ଶ୍ରୀ ମେହେଣା ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବାରୁ ଖୁସିବ୍ୟକ୍ତି ପ୍ରକାଶ କରିବା ସହ ତାଙ୍କ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ବିଭିନ୍ନ ମହଲରୁ ହୃଷୀକେଶଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here