ମହର୍ଷି ଦୟାନନ୍ଦ ଯୋଗ କେନ୍ଦ୍ର ପକ୍ଷରୁ ଯୋଗ ଦିବସ ପାଳିତ

0
162

ବ୍ରହ୍ମପୁର,୨୧/୦୬/୨୦୨୩:
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ ଗାନ୍ଧୀ ନଗର -୬ ଲାଇନରେ ଥିବା ମହର୍ଷି ଦୟାନନ୍ଦ ଯୋଗ କେନ୍ଦ୍ର ପକ୍ଷରୁ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଗୁରୁ ପୂର୍ଣ୍ଣଚନ୍ଦ୍ର ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯୋଗ ଶିବିର ରେ ଡାକ୍ତର ବାଳକୃଷ୍ଣ ପାତ୍ର, ଏ.ସୁଧୀର, ଅରୁଣ କୁମାର ଦାସ, ପୂର୍ଣ୍ଣ ଚନ୍ଦ୍ର ସୁବୁଦ୍ଧି(କାଳୁ ଗୁରୁ),ଏସ.ଏନ. ପଟ୍ଟନାୟକ, ଲକ୍ଷ୍ମୀ ପାତ୍ର, ବି.ବି ପଣ୍ଡା, ସୁଦର୍ଶନ ପଣ୍ଡା, ଏଚ.କେ.ପାଢ଼ୀ ବାସୁଦେବ ବେହେରା, ଗୋପିନାଥ ବେହେରା, ପ୍ରକାଶ ପାତ୍ର, ଆଦିକନ୍ଧ ନାୟକ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here