ମହାମାୟୀ କଲେଜ ଯୁବ ରେଡ୍ କ୍ରସ ତରଫରୁ ରକ୍ତ ଦାନ ଶିବିର

0
125

ବ୍ରହ୍ମପୁର,୧୩/୧୦/୨୦୨୩:
ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ ଏବଂ ରେଡ ରିବନ କ୍ଲବ୍‌ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଏହି ଶିବିରକୁ କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀ ଏହାକୁ ଉଦଘାଟନ କରିଥିଲା ବେଳେ ଡାଃ. ଅବିନାଶ ରଥ,Dept of transfusion and medicine and blood bank of Odisha ଏବଂ ଏମ କେ ସି ଜି ମେଡିକାଲ ରକ୍ତ ଭଣ୍ଡାର ଟିମ ସଦସ୍ୟ ଆସି ରକ୍ତ ସଂଗ୍ରହ କରିଥିଲେ । ଯୁବ ରେଡକ୍ରସ କାଉନସିଲର ସ୍ୱର୍ଣ୍ଣଲତା ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଅଧ୍ୟାପିକା ପ୍ରସନ୍ନା ପଟ୍ଟନାୟକ ଏବଂ ସୁରଭି ଗଉଡ ଙ୍କ ସମେତ ୨୮ ଛାତ୍ରୀ, ଏଥିରେ ରକ୍ତ ଦାନ କରିଥିଲେ । ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା । ରକ୍ତଦାନ ଶିବିରକୁ ନେଇ ଛାତ୍ରୀ ମହଲରେ ବେଶ ଉତ୍କଣ୍ଠା ଦେଖାଦେଇ ଥିଲା ।

LEAVE A REPLY

Please enter your comment!
Please enter your name here