ଏକତା ସ୍ବେଛାସେବୀ ଅନୁଷ୍ଠାନ ଗଠନ

0
157

ବ୍ରହ୍ମପୁର, ୦୨/୧୨/୨୦୨୩:ସ୍ଥାନୀୟ ଚତୁର୍ଭୁଜ ଧର୍ମଶାଳା ପରିସରରେ ଆଜି “ଏକତା” ନାମରେ ଏକ ସ୍ବେଛାସେବୀ ଅନୁଷ୍ଠାନ ଗଠନ କରାଯାଇଛି ।ଏହି ଅବସରରେ ସଭାନେତ୍ରୀ ପ୍ରଣୀତା ହୋତା ଅଧ୍ୟକ୍ଷତା କରି ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ “ଏକତା” ବ୍ୟାନର ର ଉନ୍ମୋଚନ କରାଯାଇଥିଲା। ଏଥିରେ ପ୍ରଣବ କୁମାର ପଣ୍ଡା,ସୁଦୀପ ସାହୁ,ବନ୍ଦିତା ତ୍ରିପାଠୀ, ଉଷାରାଣୀ ପଟ୍ଟନାୟକ, ଅସ୍ମିତା ସାହୁ, ସାବନା ଦାଶ, ପୁଷ୍ପଲତା ପାଣିଗ୍ରାହୀ,ବିଜୟଲଷ୍ମୀ ଗନ୍ତାୟତ, ଅହଲ୍ୟା ପଟ୍ଟନାୟକ ଓ ସୁଜାତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଏହି ଅନୁଷ୍ଠାନ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାଯ୍ୟକ୍ରମ ହାତକୁ ନିଆଯିବ ବୋଲି ସଭାନେତ୍ରୀ ହୋତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here