ବିରାଜିଲେ ମହାପ୍ରଭୁ ଶ୍ରୀରାମ

0
129

ଅଯୋଧ୍ୟା,୨୨/୦୧/୨୦୨୪: ଦୀର୍ଘ ସମୟ ର ଅପେକ୍ଷା ର ଅନ୍ତ ହୋଇଛି।
ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଯାଇଛି।କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କଲେ।ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନିର୍ବାହ କରିଥିଲେ।ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଙ୍କ ସମେତ ଉତ୍ତର ପ୍ରଦେଶ ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦବେନି ପଟେଲ ପ୍ରମୁଖ ଏହି ସମୟରେ ଗର୍ଭ ଗୃହ ମଧ୍ୟରେ ଉପସ୍ଥିତ ଥିଲେ। “ରଘୁପତି ରାଘବ ରାଜାରାମ” ଜୟ ଜୟ ରାମ ଧ୍ବନି ରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here