ପୁଣି ମା’ ହେଲେ ବଲିଉଡ ବେବୋ। କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି

0
248

ମୁମ୍ବାଇ, ୨୧/୦୨/୨୦୨୧: ପୁଣି ମା’ ହେଲେ ବଲିଉଡ ବେବୋ। କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି। ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ପୁଣିଥରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନ ଖୁସି ହେବା ସହ ଶୁଭେଚ୍ଛା ପଠାଇଛନ୍ତି। ସେପଟେ ନିଜ ସାନ ଭାଇକୁ ସ୍ୱାଗତ କରିବା ପାଇଁ କରୀନାଙ୍କ ବଡ ପୁଅ ତୈମୁର ମଧ୍ୟ ପୁରା ପ୍ରସ୍ତୁତ ଅଛନ୍ତି।

LEAVE A REPLY

Please enter your comment!
Please enter your name here