୧୪୮ ଛାତ୍ରଛାତ୍ରୀଙ୍କୁ ବଣ୍ଟାଗଲା ପୋଷାକ ଓ ଜୋତା

0
267

ବୁଗୁଡା,୩୦/୦୩/୨୦୨୧: ବୁଗୁଡା ବ୍ଲକର ପାଣିକେଶ୍ୱର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୩୦ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇ ୧୪୮ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି। ଏହି ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଏସଏମସି ସଭାପତି ବୁଲୁ ସ୍ୱାଇଁ ଓ ସିଆରସିସି ଆଶୁତୋଷ ମିଶ୍ର ଯୋଗଦେଇଥିଲ । ସହକାରୀ ଶିକ୍ଷକ ବସନ୍ତ କୁମାର ନାୟକ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ମନୋଜ କୁମାର ମାଝୀ ଓ ପ୍ରଭାତ କୁମାର ବେହେରା ଏବଂ ସହକାରୀ ଶିକ୍ଷୟିତ୍ରୀ ସୁଜାତା ପାତ୍ର ଓ ଶୁଭସ୍ମିତା ନାୟକ ମେଳା ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here