ସ୍ବାଧୀନତା ଦିବସ ପାଇଁ ଅଭ୍ଯାସ ପ୍ୟାରଡ

0
178
  1. ବ୍ରହ୍ମପୁର:(୧୨/୮) ୭୩ତମ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ସଦରମହକୁମା ଛତ୍ରପୁର କରାଯିବ କୁ ଥିବା ବେଳେ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ବ୍ରହ୍ମପୁର ପାଳନ ପାଇଁ ପ୍ରଶାସନ ପକ୍ଷ ରୁ ଚାଲିଛି ସମସ୍ତ ପ୍ରସ୍ତୁତି। ବ୍ରହ୍ମପୁର ଷ୍ଟାଡିୟମ ପ୍ୟାରଡ ରେ ଅଂଶ ଗ୍ରହଣ କରୁଥିବା ଏନସିସି, ସ୍କାଉଟ, ରେଡକ୍ରସ, ପୋଲିସ, ସିଭିଲିୟାନ ଦଳ କୁ ମିଶାଇ ମୋଟ ୪୩ଟି ଦଳ ପ୍ୟାରଡ ଅଭ୍ଯାସ କରୁଛନ୍ତି। ଚଳିତ ବର୍ଷ ମଧ୍ଯ ପୋଲିସ ବେଣ୍ଡପାର୍ଟି ପ୍ୟାରଡ ରେ ସାମିଲ ହେବ। ଉଲ୍ଲେଖଯୋଗ୍ୟ ଯେ, ପ୍ରତି ଥର ପରି ଏଥର ମଧ୍ଯ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ପ୍ୟାରଡ ରେ ଅଭିବାଦନ ଗ୍ରହଣ କରିବେ

LEAVE A REPLY

Please enter your comment!
Please enter your name here