ବ୍ରହ୍ମପୁର,୨୫/୮/୧୯
ବ୍ରହ୍ମପୁର ପୌରସଂସ୍ଥା ଓ ବ୍ରହ୍ମପୁର ମହାନଗରର ପୂର୍ବତନ କାଉନସିଲର ଓ କର୍ପୋରେଟର ଆସୋସିଏସନ୍ ତରଫରୁ ବ୍ରହ୍ମପୁରସ୍ଥିତ ଗିରି ମାର୍କେଟ ନିକଟରେ ଥିବା ପ୍ରକାଶମ୍ ହଲଠାରେ ମଧ୍ୟାହ୍ନ ୧୨.୩୦ ସମୟରେ ଆମ୍ଭର ନବନିର୍ବାଚିତ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖରଙ୍କ ସାହୁ ଓ ବ୍ରହ୍ମପୁର ମାନ୍ୟବର ବିକ୍ରମ କୁମାର ପଣ୍ଡାଙ୍କୁ ଆସୋସିଏସନ୍ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦେବାସହ ପୂର୍ବତନ ବିଧାୟକ ଶ୍ରୀ ଉଦୟନାଥ ନାୟକ, ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଓ ଶିବଶଙ୍କର ସାହାଣିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ଆସୋସିଏସନ୍ ସଭାପତି ପି ଭିମୁଡୁଙ୍କ ଅଧକ୍ଷତା ରେ ପରିଚାଳିତ ହେଉଥିବା ସଭାରେ ବହୁ ପୂରାତନ ବରିଷ୍ଠ କାଉନସିଲର ଓ କର୍ପୋରେଟର ମାନଙ୍କ ମଧ୍ୟରେ ଜଗନ୍ନାଥ ସାବତ,ଅଲେଖ ଚୌଧୁରୀ,ଧର୍ମାନନ୍ଦ ମୁଖୀ, ରାମକୃଷ୍ଣ ସାହୁ, ପ୍ରଦିପ କୁମାର ଶତପଥୀ,ଜାମୁଲା ଶଙ୍କର ନାରାୟଣ, ଭଗବାନ ଗନ୍ତାୟତ, ଅଶୋକ କୁମାର ସାହୁ,ଜେ ସୁଷମା ରାଣୀ, ଉମା ନାୟକ, ସୁବାଷ ମହାରଣା, ବିଜୟ ଚନ୍ଦ୍ର ସାମଲ,ଭିଷ୍ମାଚାର୍ଯ୍ୟ ଚୌଧୁରୀ,ଧବଳ ବେହେରା, ଡି ସୂର୍ଯ୍ୟ ପ୍ରକାଶ, ପ୍ରମୋଦ କୁମାର ଜେନା,ଭଗରଥି ଚୌଧୁରୀ, ରୋହିତ ଦାସ, ମଞ୍ଜୁଳା ଦେବୀ ମଞ୍ଚ ପରିଚାଳନା କରୁଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସମ୍ପାଦକ ଫାୟାଜ୍ ଖାଁ, ବିଜୁ ପଟ୍ଟନାୟକ ସିନିୟର୍ ସିଟିଜେନସ୍ ଫୋରମର ସଭାପତି ରାସଵିହାର ଦାସ ମହାତ୍ମା ହେଲପିଙ୍ଗ ସଭାପତି ଏମ୍ ଏଙ୍କାଟାରାମାଣା, ସଂଜିତ ପାଣିଗ୍ରାହୀ, ଦୁର୍ଗା ଚରଣ ପଣ୍ଡା, କାହ୍ନୁଚରଣ ପାତ୍ର, ପଦ୍ମଚରଣ ନାୟକ,ଟୁଲୁ ମହାରଣା,ଟି ତିରୁପତି ପାତ୍ର,ତେଜେଶ୍ବର ସ୍ବମୀ,ଦୁତିକୃଷ୍ଣ ମଲ୍ଲ, ଆର୍ ମୁରଲି ମୋହନ, ପାର୍ବତୀ ପ୍ରଧାନ,ପି ଆଶା ରାଣୀ,ମମତା ରାୟ,ଜୋସ୍ନା ନାୟକ, ଟି ଗୋପି,ଉମା, ନାୟକ,ବି କରୁଣାକର, ପ୍ରମୋଦ ଜେନା,ଅନିଲ ନାୟକ, ରାକେଶ କୁମାର ସାହୁ,ହାଡୁ ପାତ୍ର, ମମତା ପାତ୍ର, ନିରଞ୍ଜନ ଜେନା, ଶଙ୍କର ପ୍ରଧାନ, ପ୍ରମିତା ବେହେରା,ଆନନ୍ଦ ରାଓ ଆଚାରି, ରଜନୀ ମହାରଣା,ଗିତା ମାଧେଇ ମଧୁମିତା ମାଝୀ, ପ୍ରମିତା ବେହେରା, ସୁରେଶ ତ୍ରିପାଠୀଓ ବିଭିନ୍ନ ସଂସ୍ଥା ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ବହୁ ପୂରାତନ କାଉନସିଲର, କର୍ପୋରେଟର ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ପୂର୍ବତନ କାଉନସିଲର ଓ କର୍ପୋରେଟର ଏସୋସିଏସନ ତରଫରୁ ସାଂସଦ ଏବଂ ବିଧାୟକ ଙ୍କୁ ସମ୍ବର୍ଦ୍ଧନା