ଶିଳ୍ପାଂଚଳ ଲେବଲ୍ କ୍ରସିଂ ଓଭରବ୍ରିଜ ତୁରନ୍ତ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଦାବୀ

0
345

ବ୍ରହ୍ମପୁର,୨୬/୮/୧୯; ଶିଳ୍ପାଞ୍ଚଳ ଲେବଲ କ୍ରସିଂ ଓଭର ବ୍ରିଜର ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ଦାବୀ ନେଇ ସ୍ଥାନୀୟ ବିଜେପି ମଣ୍ଡଳର କର୍ମକର୍ତ୍ତା ମନେ, ଆଜି ଜିଲ୍ଲାପାଳଙ୍କ ଅଭିଯାଗ ଶୁଣାଣି ରେ ଦୃଷ୍ଟି ଆକର୍ଷଣ କରିଛନ୍ତି।ବିଜେପି କର୍ମକର୍ତ୍ତା ଶିବ ଶଙ୍କର ନାୟକ, ତୁମ୍ବେଶ୍ବର ନାୟକ, ଶିବ ଅଧିକାରୀ, ମଧୁସୂଦନ ସାହୁ ପ୍ରମୂଖ ଜିଲ୍ଲାପାଳ ଙ୍କୁ ଭେଟି ତୁରନ୍ତ ନିର୍ମାଣ କାଯ୍ୟ ସଂପୂର୍ଣ୍ଣ କରିବାକୁ ଦାବୀ ଜଣାଇଥିଲେ

LEAVE A REPLY

Please enter your comment!
Please enter your name here