ଦକ୍ଷିଣାଞ୍ଚଳ ଡିଆଇଜି ରୁପେ ସତ୍ୟବ୍ରତ ଭୋଇ ଦାୟିତ୍ୱ ଗ୍ରହଣ କରିଲେ

0
192

ବ୍ରହ୍ମପୁର , ୨୬/୮/୧୯;ଆଜି ଆପିଏସ ଅଧିକାରୀ ଶ୍ରୀ ସତ୍ୟବ୍ରତ ଭୋଇ ଦକ୍ଷିଣାଞ୍ଚଳ ଡିଆଇଜି ରୁପେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ରେଞ୍ଜ ଆଇଜି ଯତ୍ରିନ୍ଦ୍ର କୋଏଲ ଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ କରି ଗଞ୍ଜାମ କୁ ଅପରାଧ ଓ ଅପରାଧୀ ମୁକ୍ତ କରିବା ସହ 5T କାର୍ଯ୍ୟକ୍ରମ କୁ ଆଗେଇ ନେବା କୁ ଆଲୋଚନା ପ୍ରସଙ୍ଗ ରେ କହିଥିଲେ। ଥାନା ଅଧିକାରୀ ଠାରୁ ଏସପି ଙ୍କ ପଯ୍ୟନ୍ତ ସମସ୍ତ ଙ୍କୁ ପ୍ରଶଂସା କରିଥିବଲେ। ଏହି ଅବସରରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ଗଞାମ ଏସପି ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here