Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ରେ ଦୂର୍ନୀତି

ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ରେ ଦୂର୍ନୀତି

0
563

ବ୍ରହ୍ମପୁର ,୩୦/୮/୧୯;ଜନସ୍ୱାସ୍ଥ୍ୟ ବିଭାଗ ର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିକଟ ଥିବା ରେ ଜନସ୍ୱାସ୍ଥ୍ୟ ସେକ୍ସନ ଅଧିୀନ ରେ ସରକାରୀ ଟ୍ୟାଙ୍କର କୁ ଠିଆ କରାଇ ବେସରକାରୀ ଟ୍ୟାଙ୍କର ନିୟୋଜିତ କରି ପାଣି ଚୋରା ରେ ଦିନ ଦିପ୍ରହର ରେ ହୋଟେଲ, ହଷ୍ଟେଲ ଆପର୍ଟମେଣ୍ଟ ଗୁଡିକ ରେ ବିକ୍ରୀ କରାଯାଉଛି। ଅନ୍ୟ ପଟ ରେ ସରକାରୀ ଟ୍ୟାଙ୍କର ବାବଦ ଡିଜେଲ ଲୁଟ କରାଯାଉଛି।ରାତି ଅଧିଆ ଚୋରା ପାଇପ ସଂଯୋଗ ମଧ୍ଯ ଏହି ସେକ୍ସନ ର ପ୍ରମୂଖ କାର୍ଯ୍ୟ ରେ ଅନ୍ତଭୁର୍କ୍ତ।ଏଠାରେ କାର୍ଯ୍ୟରତ ସେକ୍ସନ ଅଫିସର (ଜେଇ) ଦୀର୍ଘ ବର୍ଷ ଧରି ଏଠାରେ ରହି ଦୂର୍ନୀତି ରେ ସଂମ୍ପୂକ୍ତ ହେବା ସହ ନିଜ ଅଧୀନସ୍ଥ କର୍ମଚାରୀ ମାନଙ୍କ ଦ୍ବାରା ଉପରୋକ୍ତ ବେନିୟମ କାର୍ଯ୍ୟ କରି ସରକାରୀ ରାଜସ୍ବ ଲୁଟ କରୁଛନ୍ତି, ଯାହାର ସିଂହ ଭାଗ ନିର୍ବାହୀ ଯନ୍ତ୍ରୀ ପାଉଛନ୍ତି। ଯାହା ଫଳ ରେ ଜନସ୍ୱାସ୍ଥ୍ୟ ବିଭାଗ ତଳ ସ୍ତର ରୁ ଉପର ମୁଣ୍ଡ ପର୍ଯ୍ୟନ୍ତ ଦୂର୍ନୀତି ରେ ଲିପ୍ତ ରହି ସରକାରୀ ରାଜସ୍ବ ଦିନ ଦ୍ବିପ୍ରହର ଲୁଟ କରୁଛନ୍ତି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!