ଅନାଥ ପିଲାଙ୍କ ସହ ପାଳିଲେ ଦୀପାବଳି ଗଜପତି ଜିଲ୍ଲାପାଳ

0
172

ପାରଳାଖେମୁଣ୍ଡି, ୨୮/୧୦–ଗଜପତି ଜିଲ୍ଲାପାଳଙ୍କ ଏକ ନୂଆଁ ରୁପ କିଏ କେବେ ଭାବିନଥିଲେ। ତହା କରି ଦେଖାଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଦୀପାବଳି ସମସ୍ତଙ୍କ ପାଇଁ ଆନନ୍ଦର ପର୍ବ ଏହାକୁ କିପରି କେମିତି ଏହି ଦିନକୁ ଖାସ୍ ବନେଇବେ ବହୁ ଦିନ ଆଗରୁ ଚିନ୍ତା କରନ୍ତି କିନ୍ତୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଗତ କାଲି ସନ୍ଧ୍ୟାରେ ନବଜୀବନ ଅନାଥ ଆଶ୍ରମରେ ଛାତ୍ରୀ ମାନଙ୍କ ସହ ଦୀପାବଳିର ଆନନ୍ଦର ଉତ୍ସବ ସମୟ ବିତାଉଛନ୍ତି। ଅନ୍ତରିକତାର ଏକ ଉଦାହରଣ ଦେଇଛନ୍ତି ଗଜପତି ଜିଲ୍ଲାପାଳ। ଛାତ୍ରୀମାନଙ୍କ ମନରେ ଏକ ହସର କିରଣ ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା। ଏହି ଆଶ୍ରମର ସମସ୍ତ ଛାତ୍ରୀ ଜୀବନ ସାରା ମନ ରଖିଲା ପରି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here