ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି

0
216

ବ୍ରହ୍ମପୁର, ୨୮/୧୦/୧୯;ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହୋଇଯାଇଛି। ଆଜି ମୋଟ ୮୪ ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ସମସ୍ୟା ୫ ଟି ଓ ଗ୍ରାମଭିତ୍ତିକ ସମସ୍ୟା ୪ଟି ଅନ୍ତର୍ଗତ ଥିବା ବେଳେ,୬୯ ଟି ଅଭିଯୋଗ ର ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛ। ମୂଖ୍ଯମନ୍ତୀ ଙ୍କ ରିଲିଫ ପାଣ୍ଟି ରୁ ଜଣେ ବ୍ୟକ୍ତି ଙ୍କୁ ୨୦୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ,୫ ଜଣ ଙ୍କୁ ଜିଲ୍ଲା ରେଡକ୍ରସ ପକ୍ଷ ରୁ ୬୬ହଜାର ଟଙ୍କା ସାହାଯ୍ୟ କରାଯାଇଥିଲା।ଏଥି ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ,ଆରକ୍ଷୀ ଅଧିୀକକ୍ଷ ପିନାକ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ସମେତ ଉପଖଣ୍ଡ ସ୍ତରୀୟ ସମସ୍ତ ତହସିଲଦାର, ବିଡିଓ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here