ରାଜ୍ଯ ରେ ପୂରଣ ହେବ ୩୨୭୮ ଡାକ୍ତରୀ ପଦବୀ

0
192

ଭୂବନେଶ୍ୱର,୨୮/୧୦-ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପିକେ ମେହେର୍ଦ୍ଦା ଆଜି ଲୋକସେବା ଆୟୋଗଙ୍କୁ ଚିଠି ଲେଖି ମୋଟ ୩୨୭୮ଟି ଡାକ୍ତରୀ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ଏହି ଡାକ୍ତରୀ ପଦବୀ ମଧ୍ୟରେ ୧୩୫୮ଟି ପଦବୀ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ଥିବାବେଳେ ଏସଇବିସି ବର୍ଗଙ୍କ ପାଇଁ ୧୩୬ଟି, ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୭୦୯ଟି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୦୭୫ଟି ପଦ ସଂରକ୍ଷିତ ରହିଛି। ଏହି ସମସ୍ତ ପଦବୀରେ ନିୟମିତ ଡାକ୍ତର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଓପିଏସସିଙ୍କୁ ସୁପାରିସ୍ କରାଯାଇଛି।

LEAVE A REPLY

Please enter your comment!
Please enter your name here