କୁଠାରୀ ମନ୍ଦିର ଟଙ୍କା ଆତ୍ମସାତ ମାମଲା ରେ ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ସମେତ ୪ ନିର୍ଦ୍ଦୋଶ

0
180

ବ୍ରହ୍ମପୁର, ୦୨/୧୧- ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ କୁଠାରାଘାତ ମନ୍ଦିର ଭିତରେ ପଶି , ମନ୍ଦିରର ଟଙ୍କା ୩ କୋଟି ୮୭ ଲକ୍ଷ ଆତ୍ମସାତ କରିବା ସହ ପୂଜାରୀ ମାନଙ୍କୁ ଗୋତି ଶ୍ରମିକ ଭାବେ ଖଟାଇବା ମାମଲା ରେ ଆଜି ଏଡିଜେ-୩ ଅଦାଲତ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଓ ତାଙ୍କ ପିତା ଅରକ୍ଷିତ ଜେନାଙ୍କ ସମେତ ପୂର୍ବତନ କର୍ପୋରେଟର ମୁରଲୀ ମୋହନ, ରଞ୍ଜିତ ନାୟକ, ପ୍ରଶାନ୍ତ ପଟ୍ଟନାୟକ ଓରଫ ଟୁନା ପଟ୍ଟନାୟକଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବ ରୁ ନିର୍ଦ୍ଦୋଶ ରେ ଖଲାସ ହୋଇଛନ୍ତି। ଅଭିଯୁକ୍ତ ଙ୍କ ପକ୍ଷ ରୁ ଆଇନଜୀବୀ କିଶୋର ବିଷୋୟୀ, ରାମ କୁମାର, ନିର୍ମଳ ସାହୁ ଙ୍କ ସମେତ ଅଶୋକ ଶୁକ୍ଲ ଏବଂ ସରୋଜ ଗୌଡ ମକଦ୍ଦମା ପରିଚାଳନା କରୁଥିଲେ

LEAVE A REPLY

Please enter your comment!
Please enter your name here